ଓଲା ଇଲେକ୍ଟ୍ରି ସ୍କୁଟର କିଣିବାକୁ ଯାଇ ଠକାମିର ଶିକାର ହେଲେ ଯୁବକ

ଭୁବନେଶ୍ୱର: ଆପଣ ଓଲା ଦ୍ୱାରା ଲଞ୍ଚ ହୋଇଥିବା ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚିନ୍ତା କରୁଛନ୍ତି କି ? ଯଦି ହଁ ତେବେ ସ୍କୁଟର କିଣିବା ବେଳେ ସଚେତନ ରୁହନ୍ତୁ। ନଚେତ ଆପଣଙ୍କୁ ଚୁନା ଲଗାଇପାରନ୍ତି ସାଇବର ଠକ। ଆଜି ଭୁବନେଶ୍ୱରରେ ଏମିତି ଏକ ଘଟଣା ଜଣେ ଯୁବକଙ୍କ ସହ ଘଟିଛି। ଆଉ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠକାମିର ଶିକାର ହୋଇଥିବା ଯୁବକ। ମିଳିଥିବା ସୂଚନା ମୁତାବକ … Continue reading ଓଲା ଇଲେକ୍ଟ୍ରି ସ୍କୁଟର କିଣିବାକୁ ଯାଇ ଠକାମିର ଶିକାର ହେଲେ ଯୁବକ